Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଜଳୁଛି ଓଡ଼ିଶା, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର
ଆସନ୍ତାକାଲି ଉତ୍ତର ପ୍ରଦେଶରେ ପଡିଵ ଭୋଟ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ସାରା ଦେଶ ଚଳଚଞ୍ଚଳ । ଏହାରି ଭିତରେ ଦେଶରେ ଦ୍ଵିତୀୟ ପ୍ରର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ରେ ଆରମ୍ଭ ହେବାକୁ ଯାଉଛି । ଲୋକସଭା ସିଟ ପାଇଁ ମତଦାନ ହେବ । ତେବେ ଆସନ୍ତାକାଲି ଉତ୍ତରପ୍ରଦେଶରେ ମତଦାନ ହେବାକୁ ଯାଉଛି । ଉତ୍ତରପ୍ରଦେଶର ଅମରାହେ, ମରଠା, ବାଗପାଟ, ଗାଜିୟାଵାଦ, ଗୌତମ ବୁଦ୍ଧ ନଗର, ଅଲ୍ଲିଗଡ, ମଥୁରା
ରାମ ମନ୍ଦିର ପ୍ରସଙ୍ଗ ଉଠାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ: ନିର୍ବାଚନ ଆୟୋଗ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ଉତ୍ତରପ୍ରଦେଶ ପିଲଭିଟରେ ନିର୍ବାଚନ ପ୍ରଚାର ବେଳେ ରାମ ମନ୍ଦିର ପ୍ରସଙ୍ଗ ଉଠାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।ଏହା ଧର୍ମ ନାଁରେ ଭୋଟ ମାଗିବା ନୁହେଁ । ପ୍ରଧାନମନ୍ତ୍ରୀଙ୍କ କରତାରପୁର ସାହିବ କରିଡର ପ୍ରସଙ୍ଗ ଉଠାଇବା ମଧ୍