ଖୁସି ଖବର ! ସୁସ୍ଥ ହେଲେ ୧୦ କୋରୋନା ଆକ୍ରାନ୍ତ
ପୁଣି ଆସିଲା ଏକ ଖୁସି ଖବର । ପୁଣି 10 କୋରୋନା ଆକ୍ରାନ୍ତ ଭଲ ହୋଇଛନ୍ତି । ଏହାସହ ମୋଟ 12 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର 5 ଜଣ, 2 ଜଣ ଭଦ୍ରକର ହୋଇଥିବା ବେଳେ ଯାଜପୁର, କଟକ ଏବଂ ପୁରୀର ଜଣେ ଲେଖାଏଁ ବ୍ୟକ୍ତି କୋରୋନାରୁ ମୁକ୍ତି ପାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
Very happy to share that another 10 COVID patients have RECOVERED and tested negative for COVID-19.
5 are of Bhubaneswar, two of Bhadrak and one each of Cuttack, Jajpur and Puri. Congratulations to the doctors and others who treated them.— H & FW Dept Odisha (@HFWOdisha) April 10, 2020
Download Argus News App
