୨୫ ତାରିଖରେ ଏନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ଏହି ଘଟଣାରେ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ। ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା। ଏପଟେ ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେବି ଫେରାର ରହିଛି । ମହିଳାଙ୍କୁ ଢାଲ କରି ରାଘବ ଚଳାଇଥିଲା ଜମି ପୋଜେସନ ଗ୍ୟାଙ୍ଗ। ଆଜି ଅଭିଯୁକ୍ତଙ୍କ ହାତରେ ଦଉଡି ବାନ୍ଧି ରାସ୍ତାରେ ଚଲେଇ ନେଇଥିଲା ପୋଲିସ।
ଅଧିକ ପଢନ୍ତୁ ଓଡିଶା ଖବର