ସୂଚନା ଅନୁଯାୟୀ ନିମାପଡ଼ା ଥାନା ଅଧିନ ଜଇନାବାଦ ଗ୍ରାମର କୁନା ସାହୁ ଦୀର୍ଘ ଦିନ ହେଲା ଗଂଜେଇ ବେପାର କରି ଆସୁଥିଲା, କୌଣସି ସୂତ୍ରରୁ ଖବର ପାଇ ଆଜି ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅଭିଯୁକ୍ତଙ୍କ ଘର ଉପରେ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲେ I
10 କେଜି 200 ଗ୍ରାମ ଗଞ୍ଜେଇ ଜବତ
ପୁରୀ: ନିମାପଡା ପୋଲିସକୁ ବଡ ସଫଳତା । ଚୋରା ଚାଲଣ ବେଳେ 10 କେଜି 200 ଗ୍ରାମ ଗଞ୍ଜେଇ ସହ ନଗଦ 1,32,470 ଟଙ୍କା ଓ ମୋବାଇଲ ଫୋନ ଜବତ । ଏହା ସହ ଜଣକୁ ଗିରଫ କରାଯାଇଥିବା ନିମାପଡା ପୋଲିସ ପକ୍ଷରୁ ସୂଚନା ।
Download Argus News App
