ବାଲେଶ୍ବର ଜିଲ୍ଲାପାଳଙ୍କ ସମେତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପରିବାର ଗବେଷକ ଓ ସ୍ମୃତି ପରିଷଦ କମିଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଛନ୍ତି।
୧୦୭ ତମ ବାଘଜତୀନଙ୍କ ସ୍ମୃତି ଦିବସ

ଅର୍ଗସ ବ୍ୟୁରୋ: ସ୍ବାଧୀନତା ସଂଗ୍ରାମୀ ବାଘାଜତୀନଙ୍କ ୧୦୭ତମ ସ୍ମୃତି ଦିବସ ସମାରୋହ ପାଳିତ। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ବେସୁଆଁ ପୋଖରୀ ଠାରେ ବାଘାଜତୀନ ସ୍ମୃତୀ ପିଠରେ ପାଳିତ ହୋଇଛି ସମାରୋହ। ଆଜିର ଦିନରେ ସହୀଦ ବାଘାଯତୀନ ଦେଶ ମାତୃକା ପାଇଁ ଇଂରେଜ ମାନଙ୍କ ଗୁଳିରେ ଟଳି ପଡିଥିଲେ । ଯାହାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି ।
Download Argus News App
