Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ରାଜଧାନୀରେ ପ୍ରବଳ ବର୍ଷା...
ଓଜନ କମାଇଵା ପାଇଁ ଉପବାସ କରୁଛନ୍ତି କି ?
ଅର୍ଗସ ବ୍ୟୁରୋ: ଆଜିକାଲି ଲୋକମାନେ ଓଜନ କମାଇଵା ପାଇଁ ଉପବାସ କରୁଛନ୍ତି। ଲୋକଙ୍କ ମଧ୍ୟରେ ଡାଏଟିଂର ଏକ ନୂତନ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି, ଯାହାକୁ ମଧ୍ୟବର୍ତ୍ତୀ ଉପବାସ କୁହାଯାଏ । ବଲିଉଡ ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ ସେମାନେ ଏହି ଉପବାସ ମାଧ୍ୟମରେ ନିଜର ଓଜନ ହ୍ରାସ କରିଛନ୍ତି । ହାସ୍ୟ ଅଭିନେତା ଭାରତୀ ସି
ବୋହୂର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଅର୍ଗସ ବ୍ୟୁରୋ: ଶାଶୂଘରୁ ବୋହୂର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ। ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଇକ ସାହିର ପ୍ରଶାନ୍ତ ସ୍ୱାଇଁ ବାଉଁଶଗଡ଼ ଗ୍ରାମର ମଧୁ ପରିଡାଙ୍କ ଝିଅ ଶ୍ରଦ୍ଧାଙ୍କୁ ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସ୍ୱାମୀ ପ୍ରଶାନ୍ତଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅନେକ ସମୟରେ ସ୍ୱାମୀ