ଝାରବନ୍ଧ PHCକୁ CHC ମାନ୍ୟତା, JMFC କୋର୍ଟ ସ୍ଥାପନ, ଝାରବନ୍ଧ ରେ +2 Science କଲେଜ୍ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ କୋଠଗୃହ ନିର୍ମାଣ , ପାନୀୟ ଜଳର ବ୍ୟବସ୍ଥା, ଝାରବନ୍ଧ ବ୍ଲକରେ ନୂତନ ଗ୍ରିଡ ସ୍ଥାପନ , ତା ସହିତ ପଶୁ ଡାକ୍ତରଖାନା ପୁନରୁଦ୍ଧାର ଭଳି 12 ଦଫା ଦାବି ନେଇ ଗଣ ଧାରଣା ଦେଇଛନ୍ତି ।ବିଭିନ୍ନ ସାମାଜିକ ସଂଗଠନ ଗଣ ଧାରଣାରେ ସାମିଲ ହୋଇଛନ୍ତି ।
୧୨ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଝାରବନ୍ଧ ଗ୍ରାମ୍ୟ କମିଟି
Download Argus News App
