ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ସମୁଦ୍ର ମଧ୍ୟରେ ୧୩ ମତ୍ସ୍ୟଜୀବୀ ନିଖୋଜ ଘଟଣା

ଅର୍ଗସ ବ୍ୟୁରୋ: ସମୁଦ୍ର ମଧ୍ୟରେ 13 ମତ୍ସ୍ୟଜୀବୀ ନିଖୋଜ ସୂଚନା । ଗତ 4 ଦିନ ହେବ ପାରାଦୀପ୍ ମାଛଧରା ବନ୍ଦରରୁ ଦେବୀ ଲକ୍ଷ୍ମି ଓ କିନ୍ନରା ବୋଟ୍ ମାଛ ଧରିବା ପାଇଁ ଦୂର ସମୁଦ୍ର ମଧ୍ୟକୁ ଯାଇଥିଲେ। ହେଲେ ସେମାନଙ୍କର କୌଣସି ଖୋଜ୍ ଖବର୍ ମିଳୁନଥିବା କୁହାଯାଉଛି । ଭାରତୀୟ ତଟରକ୍ଷୀ ବାହିନୀର ପକ୍ଷ୍ୟରୁ ସର୍ଚ ଅପରେଶନ ଜାରି ରହିଛି ବୋଲି ଖବର ମିଳିଛି l
Download Argus News App
