ଏହାସହ ରାଜ୍ୟରେ ପଜିଟିଭ ସଂଖ୍ୟା 3 ଲକ୍ଷ 48 ହଜାର 182 ରେ ପହଞ୍ଚିଛି । ଖୋର୍ଦ୍ଧାରେ 193 ନୂଆ ପଜିଟିଭ । ଆକ୍ଟିଭ କେଶ 7 ହଜାର 3 ଜଣ ରହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ମିଟର । 24 ଘଣ୍ଟାରେ 1374 ପଜିଟିଭ ଚିହ୍ନଟ । କ୍ବାରେନଣ୍ଟାଇନରୁ 812, ଲୋକାଲ ସଂକ୍ରମଣ 562 ଚିହ୍ନଟ ହୋଇଛନ୍ତି । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ 355 ସଂକ୍ରମିତ ଚିହ୍ନଟ ।
ଏହାସହ ରାଜ୍ୟରେ ପଜିଟିଭ ସଂଖ୍ୟା 3 ଲକ୍ଷ 48 ହଜାର 182 ରେ ପହଞ୍ଚିଛି । ଖୋର୍ଦ୍ଧାରେ 193 ନୂଆ ପଜିଟିଭ । ଆକ୍ଟିଭ କେଶ 7 ହଜାର 3 ଜଣ ରହିଛନ୍ତି ।