ସବୁ ବାର୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ । ଏଥିସହ ଓଡ଼ିଶା ଅର୍ବାନ ପୁଲିସ୍ ଆକ୍ଟ ଅନୁସାରେ ଡ୍ୟାନ୍ସ ବାର୍ ସବୁ ଚାଲିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ସେହିପରି ୨୧ ବର୍ଷରୁ କମ୍ ବୟସର ଝିଅମାନେ ଡ୍ୟାନ୍ସ ବାରରେ ନାଚି ପାରିବେ ନାହିଁ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
୧୪ଟି ଡ୍ୟାନ୍ସ ବାରକୁ ମିଳିଲା ଅନୁମତି

ଭୁବନେଶ୍ୱର: ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍। ୧୪ଟି ଡ୍ୟାନ୍ସ ବାରକୁ ମିଳିଲା ଅନୁମତି। ୧୮ଟି ସର୍ତ୍ତ ସହ ଖୋଲିବ ବାର୍। ଦିନ ୧୨ରୁ ରାତି ୧୨ ଯାଏ ଖୋଲା ରହିବ ବାର୍। ସେହିପରି ବାର ଡ୍ୟାନ୍ସର ମାନେ ଉତ୍ତେଜନାମୂଳକ ପୋଷାକ ପିନ୍ଧିବେ ନାହିଁ। ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ । ସର୍ତ୍ତ ନମାନିଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅନୁମତି ପାଇନଥିବା ବାରଗୁଡିକ ଡ୍ୟାନ୍ସ ବାର ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
