କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲା। ଏ ନେଇ ନାବାଳିକା ପରିବାର ଲୋକେ ମାର୍ଚ୍ଚ ୦୧,୨୦୧୬ ମସିହାରେ ସଦର ଥାନାରେ ଏତଲା ଦେଲେ। ପୋଲିସ ଏତଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟ ୧୧ ଜଣ ସାକ୍ଷୀ ଓ ୬ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣେଇଛନ୍ତି। ଏହା ସହ ନାବାଳିକାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସ୍ପେଶାଲ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତିଙ୍କ ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର: