ଜନ୍ମରୁ ଲିଭର ସମସ୍ୟାରେ ଆକ୍ରାନ୍ତ ଏହି କୁନି ଶିଶୁ,ପରିବାର ଚିନ୍ତାରେ
ଫିକା ପଡିବ ନୂଆବର୍ଷ, ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

କଟକ: ଧବଳେଶ୍ଵର ପୀଠରେ ଫିକା ପଡିବ ନୂଆବର୍ଷ । ପୀଠରେ ଜାରି ହେବ ୧୪୪ ଧାରା । କରୋନା, ଓମିକ୍ରିନ କଟକଣାକୁ ଦୃଷ୍ଟିରେ ରଖି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ ସ୍ଵାଇଁଙ୍କ ସୂଚନା । 31 ତାରିଖରୁ 2 ତାରିଖ ଯାଏଁ ସକାଳ ୬ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା ।
Download Argus News App
