ଏହି ସମୟରେ ବାଲିଗୁଡ଼ା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସିନ୍ଦ୍ରି ଗାଁ ନିକଟରେ ଅଟୋ ଉପରେ ଚଢାଉ କରିଥିଲା। ଗଞ୍ଜେଇ ସହ ଅଟୋକୁ ଜବତ କରି ଚାଲାଣକାରୀ ବିଦ୍ୟାଧର ମଲ୍ଲିକ କୁ କୋର୍ଟ ଚାଲାଣ କରିଥିବା ବାଲିଗୁଡ଼ା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅଟୋରୁ 150 କିଲୋ 650 ଗ୍ରାମ ଗଞ୍ଜେଇ ଜବତ
Download Argus News App
