ସୂଚନାନୁଯାୟୀ, ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୋଳରୁ ୭୬, ନୂଆପଡ଼ାରୁ ୭୬, ବଲାଙ୍ଗିରରୁ ୭୫, ପୁରୀରୁ ୭୨, ବରଗଡ଼ରୁ ୬୮, ମାଲକାନଗିରିରୁ ୬୦, ଜଗତସିଂହପୁରରୁ ୫୯ , କେନ୍ଦ୍ରାପଡ଼ାରୁ ୫୭, ଝାରସୁଗୁଡ଼ାରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୩୭, ନୟାଗଡ଼ରୁ ୩୬, ବାଲେଶ୍ୱରରୁ ୩୫, ଢେଙ୍କାନାଳରୁ ୩୪, ଯାଜପୁରରୁ ୩୪, ଭଦ୍ରକରୁ ୩୧, କୋରାପୁଟରୁ ୨୮, ସୋନପୁରରୁ ୧୮, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, କନ୍ଧମାଳରୁ ୧୩, ଦେବଗଡ଼ରୁ ୬, ରାୟଗଡ଼ାରୁ ୬, ଗଜପତିରୁ ୫, ବୌଦ୍ଧରୁ ୨ ଓ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ରାଜ୍ୟରୁ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୫୦୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୫୨୪୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Download Argus News App
