ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରେ ୯୩୦ ଓ ସୁନ୍ଦରଗଡ଼ରୁ ୭୭୪ ସଂକ୍ରମିତ ହୋଇଛନ୍ତି । ମାଲକାନଗିରି ଓ କନ୍ଧମାଳକୁ ଛାଡିଦେଲେ ବାକି ୨୮ ଜିଲ୍ଲାରେ ତିନି ଅଙ୍କ ଉପରେ ଡେଲି କେସ୍ ରହିଛି ।
ରାଜ୍ୟରେ ୧୯ ମୁଣ୍ଡ ନେଲା ମହାମାରୀ
Download Argus News App
