ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ସାହାଯ୍ୟ କରିବେ । ବିକ୍ରମ କେଶରୀ ଦଳାଇ, ପ୍ରକାଶ ଚନ୍ଦ୍ର ବିଶ୍ବାଳ, ସୁବ୍ରତ ନାୟକ, ସତ୍ୟବ୍ରତ ବାରିକ, ଅଶ୍ବିନୀ ନାୟକ, ବଳରାମ ସାହୁ, ଭଞ୍ଜ କିଶୋର ରାଉଳ, ସୁଚିସ୍ମିତା ବିଶ୍ବାଳ, ନୀଳମଣି ରଥ, ବୀରେନ ରାଉତ, ଓ ବିଷ୍ଣୁ ନାଥ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଇତ୍ୟବସରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।