ଝିଅ ଦେବକୀ ପାରାଭୋଇ ଗୁରୁତର ହୋଇଥିବା ସହ ସେହି ସାହିର ଅନ୍ୟ ୪ ଜଣ ବ୍ୟକ୍ତି ସାମାନ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ଏହାକୁ ନେଇ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି l ସ୍ୱାସ୍ଥ୍ୟ ବିଭାଗର ଦୃଢ଼ ପ୍ରୟାସ ଯୋଗୁଁ ବର୍ତ୍ତମାନ ଗ୍ରାମରେ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଗ୍ରାମବାସୀ କହିଛନ୍ତି। ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି l
ଓଡିଶା ଖବର ଆହୁରି ପଢ଼ନ୍ତୁ ।