ମୃତକ ଗଜରାପୁର ଗ୍ରାମର ରବି ସାହୁ , ଅଁଳାପଲି ପଂଚାୟତ ନିର୍ବାହୀ ଅଧିକାରୀ ଗବିନ୍ଦ ସାହୁ ବୋଲି ସୂଚନା। । ପତାକା ଉତ୍ତୋଳନ କରିବା ପାଇଁ ବୌଦ୍ଧ ରୁ ପଂଚାୟତ ଅଫିସ କୁ ଆସିଲା ବେଳେ ସ୍କର୍ପିଓ ଧକ୍କ ଦେବା ଫଳରେ ଚାଲିଗଲା ଜୀବନ
ଓଡିଶା ଖବର ଆହୁରି ପଢନ୍ତୁ
ବୌଦ୍ଧ: ବହିରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ 2ଜଣ ମୃତ୍ୟୁ। 6ଟି ବାଇକ ସହ ଗୋଟିଏ କାର ଗାଡି ଚୁରମାର । ଘଟଣାସ୍ତଳରେ ଉତେଜନାସୃଷ୍ଟି ହୋଇଥିବା ସୂଚନା। ଏନେଇ ଜାତୀୟ ରାଜପଥ ଅବରୋଧ କରାଯାଇଛି।