ଦିନକୁ ଦିନ ପ୍ରେମର ସଜ୍ଞା ବଦଳୁଛି । ପ୍ରତିଦିନ ଆସୁଛି ପ୍ରେମର ନୂଆ ନୂଆ କାହାଣୀ । ପ୍ରେମ ପାଇଁ ଏଠି କିଏ ବାହା ବେଦୀରୁ ଉଠିଯାଉଛି ତ କିଏ ନିଜ ବିବାହିତ ପତ୍ନୀଙ୍କୁ ଭଉଣୀ କହୁଛି । ଏଥିରୁ ଜଣାପଡୁଛି ଦିନକୁ ଦିନ ସମାଜରେ ପ୍ରେମର ସଜ୍ଞା ବଦଳୁଛି । ନିକଟରେ ରାଜ୍ୟରେ ରମେଶ ସ୍ୱାଇଁ ନାମକ ନକଲି ଡାକ୍ତର ଧରାପଡିଥିଲେ । ଯାହାଙ୍କ ପତ୍ନୀ ଲିଷ୍ଟ ଦେଖି ସମସ୍ତଙ୍କୁ ଚକ୍କର ଆସିଯାଇଥିଲା ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।
ପ୍ରେମିକା ସହ ଦେଢ ବର୍ଷ ଶାରୀରିକ ସମ୍ପର୍କ ରଖି ଠକିଲେ 2 ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ଲଭ୍ ସେକ୍ସ୍ ଧୋକା । ପ୍ରେମିକାଙ୍କ ସହ ଦେଢ଼ ବର୍ଷ ଶାରୀରିକ ସମ୍ପର୍କ ରଖି ଠକିଦେଲେ 2 ଲକ୍ଷ ଟଙ୍କା । ସ୍ତ୍ରୀ କୁ ଧରମ ଭଉଣୀ କହୁଥିଲେ , ପୁଅକୁ ଭଣଜା କହି ପ୍ରେମିକା ସହ ଚିହ୍ନାଉଥିଲେ । ଟଙ୍କା ହଡପ ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଲେ ପ୍ରେମିକା । ଚନ୍ଦକା ଥାନାରେ ପ୍ରେମିକ ବିରୋଧରେ ଏତଲା ଦେଲେ ଯୁବତୀ ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
