ଉଭୟଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲ ଛୁଟି ହେବା ସମୟରେ ସେମାନେ ଆସୁଥିବାବେଳେ ମହୁମାଛି ଆକ୍ରମଣ କରିଥିଲା। ସେହିପରି ଅନ୍ୟ ଦୁଇ ସ୍ଥାନରେ ଆଉ ୩ଜଣ ଗୁରୁତର, ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିରରେ ମହୁମାଛି ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି। ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଓ ଜଣେ ଅଭିଭାବକ ଗୁରୁତର ହୋଇଛନ୍ତି।