ଅଧିକ ପଢ଼ନ୍ତୁ: ବୌଦ୍ଧରୁ ବିହାର ଚାଲାଣ ହେଉଥିଲା ଗଞ୍ଜେଇ
ପୋଲିସକୁ ଦେଖି ଚାଲାଣକାରିମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ସହ ଏକ ସ୍ମାର୍ଟ ଫୋନ୍ ପୋଲିସ୍ ଜବତ କରିଛି । ଉକ୍ତ ଗଞ୍ଜେଇ କୁ ଟ୍ରାକ୍ଟର ସାହାଯ୍ୟରେ ଥାନାକୁ ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ।ଜବତ ଗଞ୍ଜେଇ ର ପରିମାଣ ୨୦କ୍ଵିଣ୍ଟାଲ ୫କେଜି ୭୦୦ଗ୍ରାମ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏ ସଂକ୍ରାନ୍ତରେ ମନ ମୁଣ୍ଡା ଥାନାରେ ୮୦/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଦାୟିତ୍ୱରେ ଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ: ବୌଦ୍ଧ ପୋଲିସକୁ ବଡ ସଫଳତା