ଅଧିକ ପଢନ୍ତୁ ଓଡିଶା ଖବର
କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ ଵେଳେ ଏକ ଅଟୋରେ ମାଲ ଲୋଡ ବେଳେ ପୋଲିସ ମାଡି ଵସିଥିଲା. ସେଠାରୁ ଵିଭିନ୍ନ ନାମୀ ଦାମୀ କମ୍ପାନୀର ମୋଟ 1 କୁଇଁଣ୍ଟାଲ 200 ଗ୍ରାମ ନକଲି ଜର୍ଦ୍ଦା ଜବତ କରିବା ସହ ଏକ ପାସେଞ୍ଜର ଅଟୋକୁ ମଧ୍ୟ ଜବତ କରିଥିବା ବେଳେ ଏହି ନକଲି କାରବାର କରୁଥିବା ମୁଖ୍ୟ ଆସାମୀ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ନେଇ ପୋଲିସ ସୂଚନା ଦେଇଛି.ଏହା ସହ ନକଲି ନିଆଦାମୀ କମ୍ପାନୀର ଜର୍ଦ୍ଦା, ଖୋଳ, ଲୋଗ, ଷ୍ଟିକର, ତିଆରି ମେସିନ, କେମିକାଲ ଓ ଡ୍ରାଇର ମେସିନ ଜବତ କରିଛି ପୁରୁଣାବଜାର ପୋଲିସ.