ସେହିପରି ଦ୍ୱିତୀୟ ବିଭାଗର ମହୁପଦା ଲଦଳକୁ ହରାଇ ବାଜେନିଆ ଦଳ ଚମ୍ପିୟାନ ହେଇଥିଲା। ଖେଲେକୁ ଜୋତି ଲାକ୍ରା, ପାର୍ଲୁସ କଣ୍ଡିଲାନା, ସୁଭେମନ୍ ମୁଣ୍ଡା, ରଞ୍ଜନ ମୁଣ୍ଡା ଖେଳ କୁ ପରିଚାଳନା କରିଥଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସି ଆର ପି ଏଫ୍ ଜୋନାଲ ହେଡ ମହେଶ ବିଶ୍ୱକର୍ମା ଓ ସମ୍ମାନିତ ଅତିଥି ରୂପେ ଅମିତ୍ କୁମାର, ଜଗଦୀଶ ଯାଦବ, ରାକେଶ କୁମାର ଯୋଗ୍ ଦେଇ ହାକି ଖେଲକୁ ଉସହିତ କରିବା ସହ ମାଓ ପ୍ରବଣ ଅଂଚଳରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଥିଲା ମୁଖ୍ୟ ଆକର୍ଷଣ।ଉଭୟ ଦଳର ଟିମ୍ କୁ ବିଜେତା ଓ ଉପ ବିଜେତା ମେଡାଲ ଓ ଟ୍ରଫି ହକି ଖେଳ ସାମଗ୍ରୀ ପ୍ରଦାନ କରିଥଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: