ସେହିପରି କିଛି ଦିନ ପୂର୍ବରୁ ଝାରସୁଗୁଡାରୁ ବ୍ରାଉନସୁଗର ଜବତ ହୋଇଥିଲା। ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ପ୍ରାୟ 16ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ମଙ୍ଗଳ ବଜାର ଅଂଚଳର 3 ଜଣ ଯୁବକକୁ ପୋଲିସ ଗିରଫ ମଧ୍ୟ କରିଥିଲା । ସେମାନଙ୍କ ଠାରୁ 2ଟି ବାଇକ, 13ହଜାର ଟଙ୍କା, ଗୋଟିଏ ମୋବାଇଲ ହୋଇଛି । ତେବେ ନିଶା କାରବାରରେ ରାଜ୍ୟ ପ୍ରଥମରେ ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।
୨୬୦ଗ୍ରାମ ବ୍ରାଉନସୁଗାର ଜବତ,୨ଗିରଫ
Download Argus News App
