ସୂଚନା ଅନୁଯାୟୀ ପୋଡାଡିହ ଗ୍ରାମର ବିଜୟ ପ୍ରଧାନ ଖୋର୍ଦ୍ଧା ଆର୍ଦଶ ଥାନା ଅନ୍ତର୍ଗତ ନୂଆ ସୁନ୍ଦରା ସାହିର ବସିର ଖାଁ ଓ ପଙ୍ଗାରସିଂହ ଗ୍ରାମର ମନସୁର ଖାଁଙ୍କ ଠାରୁ ୧୫ ଦଶମିକ ୭୧ ଗ୍ରାମ ବାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।