ଏଥି ସହିତ ରାମଚନ୍ଦ୍ରପୁର ଥାନା ନୂଆଗାଁ ଓ ସୂଆଁଳ ଗାଁ ର ନନ୍ଦକିଶୋର ରାଉତ ଓ ପ୍ରାଣବନ୍ଧୁ ରାଉତଙ୍କୁ ମଦ ଚୋରା କାରବାର ଅଭିଯୋଗରେ ଗିରଫ କରାଯାଇଛି। ପାର୍ବଣ ଋତୁରେ ନିଶା କାରବାରରେ ରୋକ୍ ଲଗାଇବାକୁ ପ୍ରତ୍ୟେକ ଦିନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ନିରୀକ୍ଷକ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।