ମୋବାଇଲ ଟ୍ରାକିଂ କରି ମେଣ୍ଢା ମାଗୁଣି ଜଙ୍ଗଲରୁ 3 ଅଭିଯୁକ୍ତଙ୍କୁ କାବୁକଲା ପୋଲିସ। 3 ବର୍ଷର ଛୁଆକୁ ବାନ୍ଧିଥିବା ଅବସ୍ଥାରେ ଉଧାର କରିଛି ପୋଲିସ । ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚାର ଉଚରା କରୁଛି କୋଇଡ଼ା ପୋଲିସ।
ସୁନ୍ଦରଗଡ଼ କୋଇଡ଼ାରେ ଧରାପଡିଲେ 3 ବ୍ଲାକମେଲର

ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ାରେ ଧରାପଡିଲେ 3 ବ୍ଲାକମେଲର । ଟ୍ରାକିଂ କରି ସେମାନଙ୍କୁ ଜଙ୍ଗଲରୁ ଧରିଲା କୋଇଡ଼ା ପୋଲିସ। 3 ବର୍ଷର ଶିଶୁକୁ ଅପହରଣ କରି ସେମାନେ 2 ଲକ୍ଷ ଟଙ୍କା ମାଗୁଥିଲେ। ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ନେଇଥିଲା କାର୍ଯ୍ୟନୁଷ୍ଠାନ।
Download Argus News App
