କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ....
କଟକ: ଦୁର୍ଘଟଣାରେ ଚାଲିଗଲା 3ଜଣଙ୍କ ଜୀବନ । କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ no ଜାତୀୟ ରାଜପଥ ବନ୍ଧାଳ ଟୋଲପ୍ଲାଜା ନିକଟରେ ମେଦିନାପୁର ଏକ ଆମ୍ବୁଲାନ୍ସ ରୋଗୀ ନେଇ କଟକ ବଡ଼ମେଡିକାଲ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଥିଲେ।ପରେ ଟାଙ୍ଗି ପୋଲିଶ ଖବରପାଇ ଆହତକୁ ଟାଙ୍ଗି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଈଁ ଆଣିଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ଜଣ ଙ୍କର କଟକ ମେଡିକାଲରେ ମୃତ୍ୟୁ ଘଟିଛି ।