ଖବର ପାଇ ଘଟଣା ସ୍ଥଳରେ ଅଗ୍ନୀଶମ ବାହିନି ପହଞ୍ଚି ତଦନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବଗି ତଳେ ଚାପି ହୋଇଯାଇଛନ୍ତି ଲୋକ।
ମାଲ ବାହି ଟ୍ରେନ ଲାଇନଚ୍ୟୁତ, ୩ ମୃତ

ଅର୍ଗସ ବ୍ୟୁରୋ: ଯାଜପୁର କୋରେଇ ରେଳ ଷ୍ଟେସନରେ ଦୁର୍ଘଟଣା । ଲାଇନ ଚ୍ୟୁତ ହୋଇ ଷ୍ଟେସନ ଉପରକୁ ମାଡ଼ିଗଲା ମାଲବାହି ଟ୍ରେନର ବଗି । ଭଦ୍ରକ ପଟୁ କଟକ ଅଭିମୁଖେ ଯିବା ସମୟରେ କୋରେଇ ରେଳ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକାଧିକ ବଗି ରେଳ ଲାଇନରୁ ବାହାର ହୋଇଛି। ଯେଉଁଥି ପାଇଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
Download Argus News App
