ବସର ଆଗ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ବସରେ ଥିବା ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ ବାହାରି ଆସିଥିଲେ। ଗୁରତରଙ୍କୁ ମେଡିକାଲ ନିଆଯାଇଛି।
ଅଧିକ ଓଡିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ଭଦ୍ରକ 16 ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ଓଭରବ୍ରିଜ ନିକଟରେ ଦୁର୍ଘଟଣା। ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ 3 ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏକ ଘରୋଇ ବସ ଭୁବେନେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଡାହାଣୀଗଡିଆ ଓଭରବ୍ରିଜ ନିକଟରେ ଏକ ଟ୍ରକକୁ ପିଟି ଦୁର୍ଘଟଣା ହୋଇଥିଲା।
ଅଧିକ ପଢନ୍ତୁ: ଶୂନ ମୃତାହତ ସପ୍ତାହ’ ପାଳନ
ବସର ଆଗ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ବସରେ ଥିବା ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ ବାହାରି ଆସିଥିଲେ। ଗୁରତରଙ୍କୁ ମେଡିକାଲ ନିଆଯାଇଛି।
ଅଧିକ ଓଡିଶା ଖବର ପଢ଼ନ୍ତୁ