ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ କରିବାକୁ ୩ଟି ଫାୟାର ଟିମ୍ ନିୟୋଜିତ ହୋଇଥିବା ବେଳେ ପାଣି ଏବଂ ଫୋମ୍ ବ୍ୟବହାର କରି ନିଆଁକୁ ଲିଭାଯାଇଛି।
ଏହି ଅଗ୍ନିକାଣ୍ଡରେ ଅବକାରୀ ବିଭାଗ ଜବତ କରି ଷ୍ଟୋର ରୁମରେ ରଖିଥିବା ମଦ ଡ୍ରମ୍, ହାଣ୍ଡି, ଡେକଚି, ଏକ ସାଇକେଲ ଏବଂ ଅନ୍ଯାନ୍ଯ ଜବତ ସାମଗ୍ରୀ ସବୁ ପୋଡି ହୋଇ ନଷ୍ଟ ହୋଇଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।