ଓଡ଼ିଶା ପୋଲିସ ଓ SOGଙ୍କ ମିଳିତ ଅପରେସନ ଏ ବଡ଼ ସଫଳତା ମିଳିଛି । ପୋଲିସ ଓ SOG ମିଳିତ ଭାବେ ସୀମାନ୍ତ ଛତିଶଗଡ଼ର ମାଥିଲି ଥାନା ତୁଳସୀ ପାହାଡ଼ର କିରିମିଟି ଓ କାଠୁଆପଦର ଯାଜଭତ୍ରା ଅଂଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ
ମାଲକାନଗିରି: ସାଧାରଣତନ୍ତ୍ର ଦିବସ ରେ ସୁରକ୍ଷା ବହିନୀକୁ ବଡ଼ ସଫଳତା । 3 ମାଓବାଦୀଙ୍କ ଆତ୍ମସମର୍ପଣ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସର୍ବଦା ଗଣତନ୍ତ୍ରକୁ ବିରୋଧ କରୁଥିବା ଲାଲ ବହିନୀକୁ ସାଧାଗଣତନ୍ତ୍ର ଦିବସରେ ବଡ଼ ଝଟକା ଲାଗିଛି ।