ତାମିଲନାଡୁରେ ସର୍ବାଧିକ 14ଟି ରାମସାର କ୍ଷେତ୍ର ଥିବାବେଳେ 10ଟି ରାମସାର କ୍ଷେତ୍ର ସହ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ରାମସାର୍ ତାଲିକାରେ ସ୍ଥାନ ପାଇଲା ଓଡିଶାର ଆଉ ତିନୋଟି ସ୍ଥାନ ତାମ୍ପରା, ଅଂଶୁପା, ହିରାକୁଦ ଜଳଭଣ୍ଡାର । ଏହି 3 ଆଦ୍ରଭୂମିକୁ ମିଳିଲା ଆଦ୍ରଭୂମିର ଟ୍ୟାଗ୍ । ପୂର୍ବରୁ ଚିଲିକା, ଭିତରକନିକା ଓ ହେନ୍ତାଳବନ ଆଦ୍ରଭୂମି ଥିଲା । ଏହାପରେ ସାତକୋଶିଆକୁ ମଧ୍ୟ ରାମସାର୍ କ୍ଷେତ୍ରର ମାନ୍ୟତା ମିଳିଥିଲା । ଏହାକୁ ମିଶାଇ ରାଜ୍ୟରେ ଏବେ 7 ଟି ଆଦ୍ରଭୂମି ହେଲା ।
ତାମିଲନାଡୁରେ ସର୍ବାଧିକ 14ଟି ରାମସାର କ୍ଷେତ୍ର ଥିବାବେଳେ 10ଟି ରାମସାର କ୍ଷେତ୍ର ସହ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।