ସୂଚନାନୁଯାୟୀ ଜଗତପୁର ପାଗା ସାହି ଠାରେ ଜୁଆ ଖେଳ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଜଗତପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା ।
ଜଗତପୁର; ଜୁଆ ଆଡ୍ଡା ଉପରେ ରେଡ୍
Download Argus News App
