ଭୁବନେଶ୍ୱରରେ ଦିନକୁ ଦିନ କ୍ରାଇମ୍ ବଢିବାରେ ଲାଗିଛି । ଚୋରି, ଡକାୟତି, ମର୍ଡର ଯେମିତି ନିତିଦିନିଆ ଖବର ପାଲଟିଲାଣି । ଅପରାଧକୁ ରୋକିବାକୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଲାଗିବ 89ଟି କ୍ୟାମେରା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିବ ଆଉ 350 କ୍ୟାମେରା । ସହରର 89 ଟି ସ୍ଥାନରେ ଲାଗିବ ଏହି କ୍ୟାମେରା । ବିଭିନ୍ନ ଅପରାଧ, ଅପରାଧିକ କାର୍ଯ୍ୟକଳାପ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ଏହା ବିଶେଷ ଭାବରେ ସହାୟକ ହେବ । ଏହାର ସମୀକ୍ଷା କରିଛନ୍ତି BSCL ଏମଡି ସଞ୍ଜୟ ସିଂ ।
Download Argus News App
