ବ୍ୟାଗ ଗୁଡିକରୁ 22 କେଜି ଗଞ୍ଜେଇ ଥିବା ବେଳେ 4ଜଣକୁ ଗିରଫ କରିଛି ପୋଲିସ l ଏହାର ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ପଲିସ କହୁଥିବା ବେଳେ ଅବିଯୁକ୍ତ ଙ୍କୁ ପଚାର ଉଚରା ପରେ ସ୍ଥାନୀୟ ଯୁବକ ଙ୍କ ଠାରୁ କିଣିଥିବା କହିଥିଲେ l ବିଶେଷ ସୂତ୍ର ରୁ ଜଣା ପଡିଛି ସମ୍ପୃକ୍ତ ଥିବା ସ୍ଥାନୀୟ 3 ଜଣ ଯୁବକ ଙ୍କୁ ଅଟକ ରଖିଛି ପଲିସ l ଏବେ ଗାଡି ରେ ଗଞ୍ଜେଇ ଚୋରା ଚାଲାଣ କରିବା ଦ୍ୱାରା ପୋଲିସ ନଜର କୁ ଆସି ଯାଉଥିବାରୁ ଏବେ ସ୍କୁଲ ବ୍ୟାଗ ରେ ଗଞ୍ଜେଇ ଚୋରା ଚାଲାଣ ଆରମ୍ବ ହୋଇ ଥିବା ସୂଚନା ଦେଇ ଛନ୍ତି SDPO ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।