ହାତୀ ଗୁଡିକ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ଥିବା ତାରକୁ ଟାଣିବା ପାଇଁ ଉଦ୍ୟମ କରୁଥିବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଆନ୍ଧ୍ରପ୍ରଦେଶର ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଆଧିକ ପଢନ୍ତୁ ଓଡିଶା ଖବର...
ରାୟଗଡା: ଅସୁରକ୍ଷିତ ଗଜରାଜ । ବିଦ୍ୟୁତ ଆଘାତରେ ଚାଲିଗଲା ୪ହାତୀର ଜୀବନ । ଦୀର୍ଘ ଦିନ ଧରି ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ସୀମାନ୍ତବର୍ତ୍ତି ଅଞ୍ଚଳରେ ରହୁଥିଲେ ହାତୀପଲ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ ସ୍ଥିତ କତ୍ତୁରୁ ମଣ୍ଡଳ ସ୍ଥିତ କାଟ୍ରାଗଡା ନିକଟରୁ ୪ ହାତୀଙ୍କ ମୃତଦେହ ଠାବ ହୋଇଛି।
ହାତୀ ଗୁଡିକ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ଥିବା ତାରକୁ ଟାଣିବା ପାଇଁ ଉଦ୍ୟମ କରୁଥିବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଆନ୍ଧ୍ରପ୍ରଦେଶର ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଆଧିକ ପଢନ୍ତୁ ଓଡିଶା ଖବର...