ଏହି ଘଟଣାରେ ପୋଲିସ 4ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତମାନେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତସୂତ୍ରରୁ ଖବର ପାଇ ପୋଲିସ ଏହାକୁ ଜବତ କରିଛି। ପ୍ରତ୍ୟେକ ଦିନ ଏହିଭଳି ଭାବରେ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ହାତ ଖାଲି। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। କାହା କାହା ପାଖକୁ ଗଞ୍ଜେଇ ଚାଲାଣ ହେଉଥିଲା ତାକୁ ନେଇ ଚାଲିଛି ତଦନ୍ତ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।
ଖୁଲମଖୁଲା ଚାଲିଛି ଗଞ୍ଜେଇ ଚାଲାଣ, ୪ ମାଫିଆ ଗିରଫ

ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଏହାସହ ମାଫିଆ ଗିରଫ ହୋଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣରେ ବ୍ୟବହୃତ କାର ଓ ବାଇକ ଜବତ କରିଛି ପୋଲିସ।
Download Argus News App
