ଫଳରେ ଅଟୋରେ ଥିବା ଜୀବନ ନାୟକ (25), ରାଧୁ ନାୟକ (60), ନବୀନ ନାୟକ (48)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଅଟୋରେ ଥିବା ଅନ୍ୟ ଯାତ୍ରୀଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠା ଯାଇଥିବା ସମୟରେ ପ୍ରହ୍ଲାଦ ନାୟକ ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଏହି ଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି l ଖବରପାଇ ଘଟଣ ସ୍ଥଳରେ ପୋଲିସ ପହଂଚିଛି l
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ :କେନ୍ଦୁଝର ଜିଲ୍ଲା ନରଣପୁର ଡ଼ୁବୁରୀ ରାସ୍ତାର ଉକଚାବେଡା ନିକଟରେ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି l ବଡ଼ କମଣ୍ଡରା ଗ୍ରାମର ଚାଷୀ ମାନେ ସୋଲା ବିକିବାକୁ ଅଟୋ ଓଡି 09 ଏନ 1883ରେ କେନ୍ଦୁଝର ଆସିଥିଲେ l କେନ୍ଦୁଝରରୁ ଘରକୁ ଫେରୁଥିବା ସମୟରେ ଉକଚାବେଡା ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଓ ଡି 11ଏ 1456 ସହିତ ଧକ୍କା ହୋଇଥିଲା l
Download Argus News App
