ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଗପୁର ଗାଁର ଏକ ପାର୍କ ଉଦଘାଟନ ସମୟରେ ବାଣ ଫୁଟା ଯାଇଥିଲା । ସେଥି ମଧ୍ୟରୁ କିଛି ଅଫୁଟା ବାଣ ପଡ଼ିଆରେ ପଡିରହିଥିଲା ।
କିଛି ଯୁବକ ସେହି ବାଣ ସଂଗ୍ରହ କରି ବାଣରୁ ବାରୁଦ ବାହାରକରି ବୋତଲରେ ପୁରାଇ ଫୁଟାଉଥିବା ବେଳେ ହଠାତ ବିସ୍ପୋରଣ ହୋଇଥିଲା ।