ଗୋଖାଦ୍ୟ ବୋଝେଇ କଣ୍ଟେନର ଏହି ଗଞ୍ଜେଇ ଚାଲାଣ ସମୟରେ ମାଲକାନଗିରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣକୁ ଗିରଫ କରିଛି ମାଲକାନଗିରି ପୋଲିସ । କଣ୍ଟେନରରେ ୪୮୦ କେଜି ଗଂଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ରୁ ଅଧିକ ହେବ ।
ଅଧିକ ଓଡିଶା ଖବର ପଢନ୍ତୁ
ଗୋଖାଦ୍ୟ ବୋଝେଇ କଣ୍ଟେନରରୁ ଜବତ ହେଲା ୪୮୦ କେଜି ଗଞ୍ଜେଇ

ମାଲକାନଗରି : ମାଲକାନଗରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ଚମ୍ପାଖେରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।
Download Argus News App
