ଓଡିଶା ପାଇଁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ମୋଦି ସରକାର
ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୧୫ଟି ଗେଟ୍, ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର: ବଢୁଛି ହୀରାକୁଦର ଜଳସ୍ତର । ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜଳଭଣ୍ତାରର ଜଳସ୍ତର କ୍ଷମତା ୬୩୦ଫୁଟ୍ ରହିଥିବା ବେଲେ ଆଜି ସକାଳ ୬ଟା ପର୍ଯ୍ୟନ୍ତ ୬୨୬.୧୯ ଫୁଟ ରହିଛି ।
ତେବେ ପୁର୍ବରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗତକାଲି ପର୍ଯ୍ୟାୟ କ୍ରମେ ୧୫ଟି ଗେଟ ବନ୍ଦ କରାଯାଇଛି । ତେବେ ସେକେଣ୍ତ ପ୍ରତି ୨ ଲକ୍ଷ ୫୩ ହଜାର ୫୭୦ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ୫ଟି ଗେଟ ଦେଇ ୧ ଲକ୍ଷ ୦୧ ହଜାର ୦୯୮ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।
Download Argus News App
