ଯାହାର ପ୍ରତିବାଦ ସ୍ୱରୂପ ଆଜିର ବନ୍ଦ ଡାକରା ଦିଆଯାଇଛି । ଜାତୀୟ ୧୮ ନମ୍ବର ଜାତୀୟ ରାଜପଥ ସହ ଅନ୍ୟାନ୍ୟ ରାସ୍ତାକୁ ବନ୍ଦ କରାଯିବା ଫଳରେ ଯାନବାହନ ସବୁ ଅଟକି ରହିଛି । ରେଳ ଚଳାଚଳ , ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ପରୀକ୍ଷା ଚାଲୁଥିବା ଶିକ୍ଷାନୁଷ୍ଠାନ ଓ ପରୀକ୍ଷାର୍ଥୀଙ୍କୁ ବନ୍ଦରୁ ବାଦ ଦିଆଯାଇଛି । ଏହାସହ ଜରୁରୀ କାଳୀନ ସେବାଗୁଡିକ ମଧ୍ୟ ବନ୍ଦରୁ ବାଦ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: