Covid-19 Report For 3rd September
New Positive Cases: 681
Of which 0-18 years: 118
In quarantine: 398
Local contacts: 283
(Details of local contacts will be shared by concerned Dist Administration)
District Wise Cases:
1. Angul: 18
2. Balasore: 34
3. Bargarh: 14 — I & PR Department, Odisha (@IPR_Odisha) September 4, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୭୪ ରହିଥିବା ବେଳେ ୭ ହଜାର ୧୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
21. Nayagarh: 10
22. Puri: 26
23. Rayagada: 5
24. Sambalpur: 10
25. Sonepur: 6
26. Sundargarh: 20
27. State Pool: 48
New recoveries: 835
Cumulative tested: 18339452
Positive: 1010753
Recovered: 995474
Active cases: 7186 — I & PR Department, Odisha (@IPR_Odisha) September 4, 2021