Sata Katha || ହଁ ମ, ଗାଡିଚାଲୁ ! ||
୭ ଜଣ ଛାତ୍ରଙ୍କୁ ମହାବିଦ୍ୟାଳୟରୁ ବହିଷ୍କାର କଲେ ଅଧ୍ୟକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜ ରାଗିଂ ଘଟଣା । ରାଗିଂ କରି 7 ଜଣ ଛାତ୍ର ବହିଷ୍କୃତ ହୋଇଛନ୍ତି । ୭ ଜଣ ଛାତ୍ରଙ୍କୁ ମହାବିଦ୍ୟାଳୟରୁ ବହିଷ୍କାର କଲେ ଅଧ୍ୟକ୍ଷ । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ରାଗିଂ ନେଇ ନଭେମ୍ବର ୧୯ ରେ ହୋଇଥିଲା ଅଭିଯୋଗ । ଛାତ୍ରୀଙ୍କୁ ରାଗିଂ କରିଥିଲେ ସିନିୟର ଛାତ୍ର ।
Download Argus News App
