ଅଧିକ ପଢନ୍ତୁ : ମୁଢ଼ି ଖାଇବାକୁ ଡାକି ନେଇ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ
ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ରେ ଲିଖିତ ଅଭିଯୋଗ ହେବା ପରେ ଗୋପ ପୋଲିସ ଓ ନୟାହାଟ ଫାଣ୍ଡି ପୋଲିସ ଅଭିଯୁକ୍ତ ପିଣ୍ଟୁ ଲେଙ୍କା କୁ ଗିରଫ କରିଛି । ସୂଚନା ଥାଉକି ଅଭିଯୁକ୍ତ ପିଣ୍ଟୁ ଲେଙ୍କା ବିବାହିତା ହୋଇଥିବା ବେଳେ ତାଙ୍କର ଦୁଇ ଗୋଟି ପୁଅ ଅଛନ୍ତି । ଗୋପ ଥାନା ଅଧିକାରୀ ସୁନିଲ୍ କୁମାର ପ୍ରଧାନ ଚୋରି ହୋଇ ଥିବା ସୁନା ଅଳଙ୍କାର ଜବତ୍ କରିଥିବା ବେଳେ ଏ ସଂପର୍କରେ ଗୋପ ଥାନା କେଶ ନମ୍ବର ୧୩୩/2023ରେ ରୁଜୁ କରି ତଦନ୍ତ ଚଲାଇଛନ୍ତି । ଅଭିଯୁକ୍ତ ଙ୍କ ସହିତ ଏହି ବିଧବା ମହିଳା ଙ୍କୁ ପୋଲିସ ଡ଼ାକ୍ତରି ମାଇନା ଲାଗି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।