ଆଜି ସୁନାବେଡ଼ା ଅଭୟାରଣ୍ୟରେ ତିରଙ୍ଗା ଉଡ଼ିଛି । 74 ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିଛନ୍ତି ଦୁର୍ଗମ ସୁନାବେଡ଼ା ର ଆଦିବାସୀ । ପୂର୍ବରୁ ଅନେକ ସମୟରେ ମାଓବାଦୀ ମାନେ କଳାପତାକା ଦେଖାଇ ବିରୋଧ କରୁଥିବା ବେଳେ ବର୍ତ୍ତମାନ ତ୍ରିରଙ୍ଗା ଉଡାଇଛନ୍ତି ଆଦିବାସୀ । ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମାନଙ୍କ ସହ ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।