କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନ୍ ରେ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଛେଦ କରିଛି। ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲକୁ ନେଇଥିଲା। ଆଜି ପୋଲିସ ଫୋର୍ସ ଉପସ୍ଥିତିରେ ଏହାର ଉଛେଦ କରାଯାଉଛି ।
ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଛି । ଏହି ଉଛେଦ ସମୟରେ ଯେଭଳି ଧୂଳି ନଉଡେକୁ ସେଥିପାଇଁ ଅଗ୍ନିସମ ବାହିନୀ ତରଫରୁ ଦମକଳ ଗାଡି ମଧ୍ୟ ଉପସ୍ଥିତ ରହିଛି । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଉକ୍ତ ଅଂଚଳକୁ ସିଲ୍ କରାଯାଇଛି।
ସୋମବାର ପୋଲିସ ଫୋର୍ସ ଉପସ୍ଥିତରେ ଏହାକୁ ଉଚ୍ଛେଦ କରାଯାଉଛି । ପୁରୀ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଗ୍ନିଶମ ବାହିନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।