ଏହାପରେ ଟଙ୍କା ଲୁଟି ଆଖି ପିଛୁଳାକେ ଫେରାର୍ ହୋଇଯାଇଥିଲେ । ଲୁଟର ଚିତ୍ର ସିସିଟିଭିରେ କଏଦ ହୋଇଛି । ଖବର ପାଇ ଜଂକିଆ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି ।
ବନ୍ଧୁକ ମୁନରେ ୮୦ ହଜାର ଟଙ୍କା ଲୁଟ୍
ଶରତ ବାବୁଙ୍କ ନେତୃତ୍ୱରେ ଆମେ ଭଲ ରେଜଲ୍ଟ କରିବୁ - ଚେଲ୍ଲା କୁମାର
ଅର୍ଗସ ବ୍ୟୁରୋ: ଶରତ ବାବୁଙ୍କ ପାଖେ ଲମ୍ବା ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ୱରେ ଆମେ ଭଲ ରେଜଲ୍ଟ କରିବୁ ବୋଲି କହିଛନ୍ତି କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାର । ସେ କହିଛନ୍ତି ଯେ, ଛାତ୍ର ନେତାଙ୍କ ଠାରୁ ସଂସଦ ପର୍ଯ୍ୟନ୍ତ ଶରତ ବାବୁଙ୍କ ପାଖେ ଅଭିଜ୍ଞତା ରହିଛି। ମୁଁ ଆଶା କରୁଛି ସେ ସମସ୍ତଙ୍କୁ ନେଇ କାମ କରିବେ। ଦଳରେ କୌଣସି ଫାଟ ହେବ ନାହିଁ। ସମସ୍ତେ ତାଙ୍କୁ ସମର୍ଥ
Download Argus News App
