ଗତ ଚାରି ଦିନ ପୂର୍ବରୁ ଏହି ଘଟଣା ଘଟିଥିଲେ କିନ୍ତୁ ସ୍କୁଲ କର୍ମଚାରୀ ଜାଣି ଶୁଣି ବିଷୟକୁ ଚପାଇ ଦେବାକୁ ଉଦ୍ୟମ କରୁଥୁବା ଖବର ପ୍ରଘଟ ହେବା ପରେ ଆଜି କୋରାପୁଟ ଜିଲ୍ଲା ସିଡବ୍ଲୁସି ରାଜେଶ୍ୱରୀ ଦାଶ ଓ ଶିବାନୀ ସହିତ ଦୁଇ ଜଣିଆ ଟିମ ପଡିତା ଗ୍ରାମକୁ ଯାଇ ତଦନ୍ତ କରିବା ପରେ ନାରାୟଣପାଟଣା ସ୍ଥାନୀୟ (KVBV) ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତଦନ୍ତ କରିବା ପରେ ନାରାୟଣପାଟଣା ଥାନା ଠାରେ ଏକ ମାମଲା ରୁଜୁ କରାଯାଇଛି ।
ଗର୍ଭବତୀ କଥାକୁ ଚପାଇବାକୁ ଉଦ୍ୟମ କରିଥିଲେ ସ୍କୁଲ କର୍ମଚାରୀ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ସ୍ଥିତ ସରକାରି ବିଧାଳୟ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଷ୍ଟମ ଶ୍ରେଣୀ ଝିଅର ଗର୍ଭବତୀ ହେବା ଘଟଣା ଚାରିଆଡେ ଚର୍ଚ୍ଚା ଜୋର ଧରିଛି।
Download Argus News App
